ସ୍ୱମୀଜୀ ଏବଂ ତାଙ୍କର ଗୁରୁଦେବ ମା’ ଭାବମୟୀ ପରମହଂସ


ଏହି ୱେବସାଇଟ ପୂଜ୍ଯ ସ୍ୱାମୀ ଆନନ୍ଦଜୀ ମହାରାଜଙ୍କ ଦ୍ୱାରା ପ୍ରକାଶିତ ଦସ୍ତାବଳି ଏବଂ ଭିଡିଓ ଗୁଡିକୁ ଲୋକଲୋଚନକୁ ଆଣିବାରେ ସହାୟକ ପ୍ରଦାନ କରୁଅଛି, ଯାହା ସତ୍ୟାନୁସନ୍ଧିତ୍ସୁ ସାଧକମାନଙ୍କର ଆଧ୍ୟାତ୍ମିକ ଯାତ୍ରାରେ ସାହାଯ୍ଯ କରିପାରିବ
—0—
ପ୍ରିୟ ସତ୍ତ୍ୱାନ୍ୱେଷୀ ସୁଧୀଜନ,
ଜୀବନରେ ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ମିଳେ ନାହିଁ – ଏହି ଜୀବନ ଏକ ରହସ୍ଯ ଓ ଏ ଜୀବନରେ ଅସଂଖ୍ଯ ସମସ୍ୟା I ଏହି ପ୍ରଶ୍ନଗୁଡ଼ିକ କ’ଣ ଉତ୍ତରହୀନ ହୋଇ ରହିଯିବ, ନା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବଂ ସମସ୍ୟାଗୁଡ଼ିକର ସମାଧାନ ଅଛି ?
ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବଂ ସମାଧାନ ନିଶ୍ଚିତ ଭାବରେ ଅଛି, ଏବଂ ଏ ସବୁର ଉତ୍ତର ହେଉଛି ଗୋଟିଏ । ଏହା ହେଉଛି ଆତ୍ମ-ଉପଲବ୍ଧି ଓ ନିଷ୍ଠାପର ସାଧନା ଦ୍ୱାରା ନିଜ ଭିତରେ ଲୁକ୍କାୟିତ ନିଜ ଆତ୍ମସତ୍ତାର ଆବିଷ୍କାର, ଯାହା ଏହି ସୃଷ୍ଟିର ଉତ୍ସ ଏବଂ ସାରାଂଶ ମଧ୍ଯ I

ସ୍ୱାମୀ ଆନନ୍ଦ

ସତ୍ତ୍ଵାଧିକାରୀ © 2025 ସ୍ୱାମୀ ଆନନ୍ଦ। ସମସ୍ତ ଅଧିକାର ସଂରକ୍ଷିତ ।