ଶୃଙ୍ଖଳାର ଶୀର୍ଷକ – “ଆତ୍ମାର ଯାତ୍ରା : ବନ୍ଧନରୁ ମୁକ୍ତି ପର୍ଯ୍ୟନ୍ତ”
(ଅଗଷ୍ଟ 2014 ଦିବ୍ଯଧାମ ତପୋବନ ଆଶ୍ରମ ଆଲୋଚନାରୁ ଉଦ୍ଧୃତ)
୫ ଅଗଷ୍ଟ ୨୦୧୪, ଜୀବାତ୍ମାର ବନ୍ଧନ : ମାୟା, କର୍ମ ଏବଂ ଅହଂତାର ଭ୍ରମ
ମାୟା ଏବଂ କର୍ମର ପ୍ରଭାବରୁ ଜନ୍ମ-ମୃତ୍ଯ ଚକ୍ରରେ ବାନ୍ଧି ହୋଇ ଭ୍ରମରେ ପଡିଥିବା
ଆତ୍ମା I
୬ ଅଗଷ୍ଟ ୨୦୧୪, ମାନବ ଜୀବନ ଏକ ଉତ୍ତମ ସୁଯୋଗ : କୃପା ଓ ନିରନ୍ତର ପ୍ରୟାସ ଦ୍ୱାରା ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି
ଆଧ୍ୟାତ୍ମିକ ଚେତନା ଏବଂ ମୋକ୍ଷ ପାଇଁ, ମାନବ ଜୀବନ ପ୍ରଦାନ କରୁଥିବା ଏକ ବିରଳ ସୁଯୋଗ ଉପରେ ଆଲୋକପାତ
୯ ଅଗଷ୍ଟ ୨୦୧୪, ଆମେ କାହିଁକି ପୀଡ଼ିତ ହେଉ : ଅଜ୍ଞାନତା, କାମନା ଓ କର୍ମ, ଏବଂ ସେଥିରୁ ମୁକ୍ତିର ପଥ
ସ୍ଵକୀୟ ଅଜ୍ଞାନତା ଜୀବକୁ ବନ୍ଧନରେ ପକାଇଥାଏ, ଏବଂ କିପରି କେବଳ ପ୍ରକୃତ ଜ୍ଞାନ ହିଁ ମୋକ୍ଷ ପ୍ରଦାନ କରିଥାଏ, ତାହାର ଏକ ଅନୁସନ୍ଧାନ।
୧୦ ଅଗଷ୍ଟ ୨୦୧୪, ଯୋଗ ଏବଂ ଜ୍ଞାନର ମାର୍ଗ : ଅଜ୍ଞତାର ଆବରଣକୁ ଅପସାରଣ କରି ଅସତ୍ୟର ବଳୟରୁ ମୁକ୍ତି ପାଇବା
ଗୁରୁଙ୍କର ଭୂମିକା, କର୍ମ ଓ ଜ୍ଞାନର ପଥ, ଏବଂ ଅଦ୍ୱୈତ ସତ୍ୟର ଉପଲବ୍ଧି ଦିଗରେ ପ୍ରଚେଷ୍ଟା ।
୧୧ ଅଗଷ୍ଟ ୨୦୧୪, କାମନା : ଆଧ୍ୟାତ୍ମିକ ପଥର ପ୍ରତିବନ୍ଧକ ଏବଂ କର୍ତ୍ତବ୍ଯ ପାଳନ ସେ ପଥର ପ୍ରକୃତ ସହାୟକ I
ଆତ୍ମ-ଉପଲବ୍ଧି ପଥରେ ବିଷୟ ବାସନା ଏକ ପ୍ରତିବନ୍ଧକ ଏବଂ ଆଧ୍ୟାତ୍ମିକ ପ୍ରଗତିରେ ସ୍ୱଧର୍ମର ଆଚରଣ ଏକ ସହାୟକ I
୧୨ ଅଗଷ୍ଟ ୨୦୧୪, କାମନାର ପରିଣାମ : ଧର୍ମର ପରିସୀମା ଦ୍ୱାରା ଅନ୍ତହୀନ କର୍ମର ଗତି ନିର୍ଦ୍ଧାରଣ ଏବଂ ଉଚିତ ଦିଶା ନିର୍ଦ୍ଦେଶ
ଆଧୁନିକ ଜୀବନରେ ସୀମାହୀନ କାମନାର ଦୁର୍ଦ୍ଦଶାରୁ ମୁକ୍ତି ବିଷୟରେ ଆଲୋଚନା, ଏବଂ ଧାର୍ମିକ ଚିନ୍ତାଧାରା ଓ ସାତ୍ଵିକ ଜୀବନଯାପନ ମାଧ୍ଯମରେ ଶାନ୍ତି ଏବଂ ସନ୍ତୁଳନର ପୁନରୁଦ୍ଧାର ।
୧୩ ଅଗଷ୍ଟ ୨୦୧୪, ମୁକ୍ତିର ପଥ : ଇନ୍ଦ୍ରିୟ ସଂଯମ, ମନର ସ୍ଥିରତା, ବିବେକ ଏବଂ ବିଚାରର ବିକାଶ ଦ୍ଵାରା ଆତ୍ମଜ୍ଞାନ ପ୍ରାପ୍ତି I
ଅଭ୍ୟାସ ଦ୍ୱାରା କାମନାକୁ ସଂଯତ କରିବା, ଧ୍ୟାନ ଦ୍ୱାରା ମନକୁ ସ୍ଥିର କରିବା ଓ ବିବେକ ଦ୍ୱାରା ଆତ୍ମଜ୍ଞାନ ଲାଭ କରିବା, ଲକ୍ଷ ହେବା ଉଚିତ I